Advertisment

କାଲି ଆତ୍ମହତ୍ୟାର ନିଷ୍ପତ୍ତି ଆଜି ଲକ୍ଷପତି

ଏକ ଘରୋଇ ଲୋକପ୍ରୀୟ ଚ୍ୟାନେଲରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ଟିଭି ଶୋ’ ‘କୈାନ ବନେଗା କରୋଡପତି’ର ହଟ ସିଟରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ତା ସହିତ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟି ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି।

Advertisment

କାଲି ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ କିନ୍ତୁ ଆଜି ସେ ଲକ୍ଷପତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ସିନା କିନ୍ତୁ କଥାଟି ପୂରା ସତ। ଏହି ବ୍ୟକ୍ତି ଜଣଙ୍କ ହେଲେ ବାଲେଶ୍ବର ଜିଲ୍ଲାର ସେକ୍‌ ଅମଜାତ୍‌ । ଯିଏ ସବୁ କିଛି ହରାଇ ଜୀବନ ଦେବାକୁ ନିଷ୍ପତ୍ତି ନେଇଥିଲେ ଆଜି ସେ ଲକ୍ଷପତି ପାଲଟିଯାଇଛନ୍ତି। ଜଣେ ଭଲ ଟ୍ୟୁସନ ସାର ହୋଇଥିବା ସେକ୍‌ ଅମଜାତ୍‌ ନିଜ ଅଞ୍ଚଳରେ ବେଶ ଜଣାଶୁଣା। ନିକଟରେ ସେ ଏକ ଘରୋଇ ଲୋକପ୍ରୀୟ ଚ୍ୟାନେଲରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ଟିଭି ଶୋ’ ‘କୈାନ ବନେଗା କରୋଡପତି’ର ହଟ ସିଟରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ତା ସହିତ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟି ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି। 

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe