ପାଣ୍ଡିଆନଙ୍କୁ ପିନ୍ ମାରିଲେ | Odisha Reporter
ଗୀତ ଗାଇଲେ ଆଉ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପିନ ମାରିଲେ। ଗୀତରେ ସବୁ ସବୁ କହିଦେଲେ ଏ ଦିବ୍ୟାଙ୍ଗ ଜଣଙ୍କ। କେହି ଦୁଃଖ ନ ଶୁଣିଲେ ବି ପାଣ୍ଡିଆନ ସାର ତାଙ୍କ ଦୁଃଖ ଶୁଣିବେ, ଏୟା ଭାବି ଗୋଟିଏ ଚମତ୍କାର ଗୀତ ଗାଇଛନ୍ତି, ଶୁଣିଲେ ଆପଣ ବି କହିବେ, ସେ ଗୀତ ନୁହେଁ, ତାଙ୍କ ଅନ୍ତରର କଥା । ପାଣ୍ଡିଆନଙ୍କୁ ଗୀତରେ ଗୀତରେ କଣ ଅନୁରୋଧ କରୁଛନ୍ତି ଯାଜପୁର ରଗଡି ଅଞ୍ଚଳର ଦୃଷ୍ଟିହୀନ ପ୍ରଫୁଲ ଦାସ ଶୁଣନ୍ତୁ । ଦୃଷ୍ଟିବାଧିତ ପ୍ରଫୁଲ ଦାସଙ୍କୁ ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ଗୀତ ମାଧ୍ୟମରେ 5T ସଚିବଙ୍କୁ ଗୁହାରି କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
