Advertisment

ପାଣ୍ଡିଆନଙ୍କୁ ପିନ୍ ମାରିଲେ

ଗୀତ ଗାଇଲେ ଆଉ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପିନ ମାରିଲେ। ଗୀତରେ ସବୁ ସବୁ କହିଦେଲେ ଏ ଦିବ୍ୟାଙ୍ଗ ଜଣଙ୍କ। କେହି ଦୁଃଖ ନ ଶୁଣିଲେ ବି ପାଣ୍ଡିଆନ ସାର ତାଙ୍କ ଦୁଃଖ ଶୁଣିବେ।

Advertisment

ଗୀତ ଗାଇଲେ ଆଉ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପିନ ମାରିଲେ। ଗୀତରେ ସବୁ ସବୁ କହିଦେଲେ ଏ ଦିବ୍ୟାଙ୍ଗ ଜଣଙ୍କ। କେହି ଦୁଃଖ ନ ଶୁଣିଲେ ବି ପାଣ୍ଡିଆନ ସାର ତାଙ୍କ ଦୁଃଖ ଶୁଣିବେ, ଏୟା ଭାବି ଗୋଟିଏ ଚମତ୍କାର ଗୀତ ଗାଇଛନ୍ତି, ଶୁଣିଲେ ଆପଣ ବି କହିବେ, ସେ ଗୀତ ନୁହେଁ, ତାଙ୍କ ଅନ୍ତରର କଥା । ପାଣ୍ଡିଆନଙ୍କୁ ଗୀତରେ ଗୀତରେ କଣ ଅନୁରୋଧ କରୁଛନ୍ତି ଯାଜପୁର ରଗଡି ଅଞ୍ଚଳର ଦୃଷ୍ଟିହୀନ ପ୍ରଫୁଲ ଦାସ ଶୁଣନ୍ତୁ । ଦୃଷ୍ଟିବାଧିତ ପ୍ରଫୁଲ ଦାସଙ୍କୁ ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ଗୀତ ମାଧ୍ୟମରେ 5T ସଚିବଙ୍କୁ ଗୁହାରି କରିଛନ୍ତି । 

Advertisment
Odisha Jajpur Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe