ମୋହନଙ୍କର ଅଛି ଟାଇଲ ଛପର ଘର | Odisha Reporter
ଆଜି ବି ଗାଁରେ ରହିଛି ଟାଇଲ ଛପର ଘର । ଚାରି ବଖରା ଘରେ ରୁହନ୍ତି ପୁରା ପରିବାର। ଏ ହେଉଛି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୈତୃକ ଘର। ସେହି ଘରେ ଜନ୍ମ ହୋଇଛନ୍ତି, ପଢିଛନ୍ତି ବଡ଼ ହୋଇଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ରାଇକଳା ଗାଁ ପୈତୃକ ଘର ହୋଇଥଲେ ବି ମଣ୍ଡୁଆର ଏହି ଘରେ ସେ ରହି ଆସୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
