ଦିନେ ଖାଇବାକୁ ପାଉନଥିଲେ , ଆଜି ଅନ୍ୟର ପେଟ ବୁଝୁଛନ୍ତି | Odisha Reporter
ଦିନ ଥିଲା ଘରେ ଖାଇବାକୁ ଦାନା ନ ଥିଲା। ଲୋକଙ୍କ ପାଖରୁ ମାଗିକି ଖାଉ ଥିଲେ। ଦାଦନ ଖଟିବାକୁ ବାହାର ରାଜ୍ୟକୁ ମଧ୍ୟ ଯାଇଥିଲେ। ରହିବା ପାଇଁ ନିଜର ପାଲ ଘର ଟିଏ ଥିଲା। ବାହାର ରାଜ୍ୟରୁ ଆସି ନିଜର ୫ ଏକର ଜମିରେ ଚାଷ କରି ରୋଜଗାର କଲେ। ମୟୂରଭଂଜ ଜିଲ୍ଲା କୁଲଡିହା ଗ୍ରାମର କାଶରାୟ ହାଁସଦା । ନିଜ ଜମିରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଓ ନିଜ ଗାଁର ଲୋକ ମାନଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
