Advertisment

ଗୀତ ମାଧ୍ୟମରେ ସରକାରଙ୍କୁ କଟାକ୍ଷ କଲେ ପ୍ରଫୁଲ୍ଲ

ପୂର୍ବରୁ ତାଙ୍କ ଗୀତ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସ।

Advertisment

ପୂର୍ବରୁ ନିଜର ଦୁଃଖ ଓ ସମସ୍ୟାକୁ ନେଇ ଗୀତ ମାଧ୍ୟମରେ ସରକାରଙ୍କୁ ସଚେତନ କରାଇଥିଲେ। ତାଙ୍କର ସେହି ଗୀତ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସ। ଏବେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ପୁଣି ଆଉ ଗୋଟିଏ ଗୀତ ଗାଇଛନ୍ତି ପ୍ରଫୁଲ୍ଲ। ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ଥିବା ଜଳନ୍ଦା ଗାଁକୁ ଯାଇ ତାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ ରାଉତ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe