ମୂଲ ଲାଗୁଛନ୍ତି ବାପା ମା,\' ପୁଅକୁ କେମିତି କରିବେ ଡାକ୍ତର ! | Odisha Reporter
ଦିନ ମଜୁରିଆଙ୍କ ପୁଅ ବନିବେ ଡାକ୍ତର । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ମେଡିକାଲରେ ସିଟ୍ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପା ମା’ଙ୍କ ପାଦ ତଳେ ଲାଗୁନି। ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ ଘଟିଛି। ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
