Advertisment

ଦିନ ମଜୁରିଆଙ୍କ ପୁଅ ବନିବେ ଡାକ୍ତର, ହେଲେ ଅର୍ଥ ସାଜିଛି ବାଧକ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Advertisment

ଦିନ ମଜୁରିଆଙ୍କ ପୁଅ ବନିବେ ଡାକ୍ତର । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିବା ପରେ ମେଡିକାଲରେ ସିଟ୍‌ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପା ମା’ଙ୍କ ପାଦ ତଳେ ଲାଗୁନି। ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ ଘଟିଛି। ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe