ଯୁଆଡେ ଅନେଇବେ ଘଞ୍ଚ ଜଙ୍ଗଲ ଓ ପାହଡ଼, ଆଉ ଯିବା ପାଇଁ ନାଲି ମୋରମ ପଡ଼ିଥିବା ପରିତ୍ୟକ୍ତ ରାସ୍ତା। ଯାହା ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର ବ୍ଲକ ଏକତାଳି ପଞ୍ଚାୟତର କୁମୁଡ଼ାବାଡ଼ି ଗାଁକୁ ଯାଇଛି। ଆଉ ଗାଁରେ ପହଞ୍ଚିବା ପରେ ସ୍ଥିତି ଆପଣଙ୍କ ସାମ୍ନାରେ। ଯୁଆଡେ ଦେଖିବେ, ବିକାଶର ଗୋଲାପି ଚିତ୍ରର ବିକଟାଳ ଦୃଶ୍ୟ। କୁମୁଡ଼ାବାଡ଼ି ଗାଁ, ଯେଉଁଠି ଅତି ଦୟନୀୟ ସ୍ଥିତିରେ ବସବାସ କରୁଛନ୍ତି 30ରୁ ଅଧିକ ଜନଜାତି ପରିବାର। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।