ବନ୍ୟା ଉଜାଡ଼ିଦେଲା ଚାଷୀଙ୍କ ଚାଷ। ଏବେ କଖାରୁ ମାତ୍ର ୫୦ ପଇସାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବାଙ୍କୀ ଅଞ୍ଚଳର ଚାଷୀ।