Advertisment

ନନ୍ଦିନୀ ମୁହଁରେ ହସ ଭରିଦେଲେ ରାଣୀ ପଣ୍ତା

ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଏହି ଅନାଥ ଝିଅର ଅବସ୍ଥା ଦେଖି ଆଜି ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଦେଖନ୍ତୁ ପୂରା ରିପୋର୍ଟ।

author-image
Manoj Swain

ଦେଖୁଛନ୍ତି ନନ୍ଦିନୀ କେମିତି ଟିକେ ଲୁହ ଭିଜା ଆଖିରେ ବି ହସୁଛି। କାରଣ ସେ କାଲିଠାରୁ ଆଉ ହାତରେ ବ୍ୟାଗ ଧରି ମାଆର ଶୁଦ୍ଧିକ୍ରିୟା ପାଇଁ ବାବୁ ମାନଙ୍କ ଦୁଆରେ ଗୋଡ଼ ଭାଙ୍ଗି ଠିଆ ହେବନି। ଜେଜେ ମାଆ ମରିଗଲା ପରେ ଏକାକୀ ନନ୍ଦିନୀ ବାର ଦୁଆର ବୁଲୁଥିଲା। ଗୋଡ ଭାଙ୍ଗି ଠିଆ ହୋଇ ବାବୁ ମାନଙ୍କୁ ଚାଉଳ ଗଣ୍ଡେ ମାଗୁଥିଲା। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଏହି ଅନାଥ ଝିଅର ଅବସ୍ଥା ଦେଖି ଆଜି ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Rani Panda Gajapati District