ଗାଁ ମୁହାଁ ରାଜଧାନୀବାସୀ | Odisha Reporter
ରାଜଧାନୀରେ ରହିବା ବହୁତ ହୋଇଗଲା। ଏବେ ଗାଁକୁ ଫେରିବା। ସୋମବାର ବର୍ଷାରେ ରାଜଧାନୀର ସ୍ଥିତି ବେହାଲ ହେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏ ଚିତ୍ର ହେଉଛି ରାଜଧାନୀର ଆଇଗିଣିଆ ଅଞ୍ଚଳର। ରାତି ତମାମ ଡ୍ରେନ ପାଣିରେ ଅଣ୍ଟାଏ ପାଣିରେ ବୁଡ଼ି ରହି ତ୍ରାହି ତ୍ରାହି ଡାକୁଥିବା ରାଜଧାନୀ ବାସିନ୍ଦା ଏବେ ପେଡ଼ି ବାନ୍ଧି ଗାଁକୁ ବାହାରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
