Advertisment

ଗାଁ ମୁହାଁ ରାଜଧାନୀବାସୀ

ରାଜଧାନୀରେ ରହିବା ବହୁତ ହୋଇଗଲା। ଏବେ ଗାଁକୁ ଫେରିବା। ସୋମବାର ବର୍ଷାରେ ରାଜଧାନୀର ସ୍ଥିତି ବେହାଲ ହେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏ ଚିତ୍ର ହେଉଛି ରାଜଧାନୀର ଆଇଗିଣିଆ ଅଞ୍ଚଳର। ରାତି ତମାମ ଡ୍ରେନ ପାଣିରେ ଅଣ୍ଟାଏ ପାଣିରେ ବୁଡ଼ି ରହି ତ୍ରାହି ତ୍ରାହି ଡାକୁଥିବା ରାଜଧାନୀ ବାସିନ୍ଦା ଏବେ ପେଡ଼ି ବାନ୍ଧି ଗାଁକୁ ବାହାରିଛନ୍ତି।

Urban Flood Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe