ବିଧାତା ଖୁଣ ଦେଇଛି… ଜୁଡୋ ତଙ୍କୁ ବିଖ୍ୟାତ କରିଛି | Odisha Reporter
Advertisment
ଯେଉଁଠି ମନୋବଳ ଦୃଢ଼, ସେଠି ଅକ୍ଷମତା ମାତ୍ ଖାଏ। ଲକ୍ଷ୍ୟ ହାସଲର ପଥ ସୁଗମ ହୋଇଯାଏ। ଏହି ଦିବ୍ୟାଙ୍ଗ ଯୁବକଙ୍କ ଦେଖିଲେ ଏହା ହିଁ ଅନୁଭବ ହେବ। ହଁ ଆଜ୍ଞା, ଶ୍ରୁତି ବାଧିତ, ବାକଶକ୍ତି ବାଧିତ ଏହି ଯୁବକ ଏବେ ବାଲେଶ୍ୱର ସହର ପାଇଁ ଗର୍ବ ଆଣିଛନ୍ତି। ଜୁଡ଼ୋ ଖେଳରେ ସେ ଦକ୍ଷତା ହାସଲକରି ଏବେ ମାଲେସିଆରେ ହେବାକୁ ଥିବା ୧୦ମ ଏସିଆ ପେସିଫିକ୍ ଡିଫ୍ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଚୟନ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us