Advertisment

ସୀମା ଏବେ ଗର୍ଭବତୀ, ଟେନସନରେ ସଚିନ

ପାକିସ୍ତାନୀ ସୀମାକୁ ନେଇ ପୁଣି ଚର୍ଚ୍ଚା। ଭାରତକୁ ପଳାଇ ଆସିଥିବା ସୀମା ହାଇଦର ଏବେ ଗର୍ଭବତୀ। ଆଗରୁ ୪ ସନ୍ତାନଙ୍କ ମାଆ ହୋଇଥିବା ସୀମା ପଞ୍ଚମ ସନ୍ତାନର ମାଆ ହେବାକୁ ଯାଉଥିବା କୁହାଯାଉଛି।

author-image
Debendra Prusty

ପାକିସ୍ତାନୀ ସୀମାକୁ ନେଇ ପୁଣି ଚର୍ଚ୍ଚା। ଭାରତକୁ ପଳାଇ ଆସିଥିବା ସୀମା ହାଇଦର ଏବେ ଗର୍ଭବତୀ। ଆଗରୁ ୪ ସନ୍ତାନଙ୍କ ମାଆ ହୋଇଥିବା ସୀମା ପଞ୍ଚମ ସନ୍ତାନର ମାଆ ହେବାକୁ ଯାଉଥିବା କୁହାଯାଉଛି। 

Advertisment
Pakistan Love Pregnancy Seema Haider