ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି

ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।

Jitendra Garnayak
  • Published: Monday, 11 November 2024
  • Updated: 11 November 2024, 08:33 AM IST

Sports

Latest News

ନିଜ କ୍ଷୀରକୁ ଦାନ କରି ସେବା କରୁଛନ୍ତି । ମାତୃକ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି । ୨୬ ବର୍ଷ ବୟସରୁ କ୍ଷୀର ଦାନ କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି, ଯାହା ତାଙ୍କୁ ନୂଆ ରେକର୍ଡର ଅଧିକାରିଣୀ କରିଛି। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos