Advertisment

ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି

ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।

author-image
Jitendra Garnayak

ନିଜ କ୍ଷୀରକୁ ଦାନ କରି ସେବା କରୁଛନ୍ତି । ମାତୃକ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି । ୨୬ ବର୍ଷ ବୟସରୁ କ୍ଷୀର ଦାନ କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି, ଯାହା ତାଙ୍କୁ ନୂଆ ରେକର୍ଡର ଅଧିକାରିଣୀ କରିଛି। 

Advertisment
Breast Feeding