ଏକାକୀ 10 ବର୍ଷରେ ଦେଲେଣି, 2600 ଲିଟର କ୍ଷୀର... | Odisha Reporter
Advertisment
ନିଜ କ୍ଷୀରକୁ ଦାନ କରି ସେବା କରୁଛନ୍ତି । ମାତୃକ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି । ୨୬ ବର୍ଷ ବୟସରୁ କ୍ଷୀର ଦାନ କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି, ଯାହା ତାଙ୍କୁ ନୂଆ ରେକର୍ଡର ଅଧିକାରିଣୀ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us