ଦିନେ ଓଲିଉଡରେ ନାଚି ନାଚି ଧୂଳି ଉଡାଇ ଦେଉଥିଲେ, ବଡ଼ ବଡ କଳକାରଙ୍କ ସହ ଉଠୁଥିଲେ ବସୁଥିଲେ, ଯେତିକି ଜୋଶ ଥିଲା ତାଠୁ ଢେର ଆତ୍ମବିଶ୍ୱାସ ଥିଲା, ଗୀତ ବାଜିବା ମାତ୍ରେ ପାଦ ଉଠୁଥିଲା, ନାୟକର ସହଯୋଗୀ ସାଜି ଦର୍ଶକଙ୍କଠୁ ତାଳିମାଡ଼ ବି ପାଉଥିଲେ, ଆଜି କିନ୍ତୁ ନିଜ ଅବସ୍ଥାକୁ ନେଇ ଆଖିରୁ ଲୁହ ଝରାଇ ଦେଉଛନ୍ତି । ଭାଗ୍ୟକୁ ନିନ୍ଦିବା ସହ କାନ୍ଦି କାନ୍ଦି କହୁଛନ୍ତି ଏବଂ ଆମ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଅନନ୍ତ ବାସୁଦେବ ତ୍ରିପାଠୀ ବୈରାଗୀ ସେଠୀଙ୍କୁ ଭେଟିବା ପରେ ସେ ନିଜ କାହାଣୀ ବଖାଣିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।