ଦିନେ ସିଦ୍ଧାନ୍ତଙ୍କ ସହ ନାଚୁଥିଲେ ଆଜି... | Odisha Reporter
ଦିନେ ଓଲିଉଡରେ ନାଚି ନାଚି ଧୂଳି ଉଡାଇ ଦେଉଥିଲେ, ବଡ଼ ବଡ କଳକାରଙ୍କ ସହ ଉଠୁଥିଲେ ବସୁଥିଲେ, ଯେତିକି ଜୋଶ ଥିଲା ତାଠୁ ଢେର ଆତ୍ମବିଶ୍ୱାସ ଥିଲା, ଗୀତ ବାଜିବା ମାତ୍ରେ ପାଦ ଉଠୁଥିଲା, ନାୟକର ସହଯୋଗୀ ସାଜି ଦର୍ଶକଙ୍କଠୁ ତାଳିମାଡ଼ ବି ପାଉଥିଲେ, ଆଜି କିନ୍ତୁ ନିଜ ଅବସ୍ଥାକୁ ନେଇ ଆଖିରୁ ଲୁହ ଝରାଇ ଦେଉଛନ୍ତି । ଭାଗ୍ୟକୁ ନିନ୍ଦିବା ସହ କାନ୍ଦି କାନ୍ଦି କହୁଛନ୍ତି ଏବଂ ଆମ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଅନନ୍ତ ବାସୁଦେବ ତ୍ରିପାଠୀ ବୈରାଗୀ ସେଠୀଙ୍କୁ ଭେଟିବା ପରେ ସେ ନିଜ କାହାଣୀ ବଖାଣିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
