ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ତଥା ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା। ବିଭିନ୍ନ ସମୟରେ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରୁଥିବା ବେଳେ ଶେଷରେ ସେ ରହୁଥିବା ନିଜର ଭବ୍ୟ ବାସଭବନଟିକୁ ମଧ୍ୟ ଦାନ କରିଦେଇଛନ୍ତି। ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜର ୨ ମହଲା ବିଶିଷ୍ଟ ଘରଟିକୁ ହଷ୍ଟେଲ ଭାବେ ବ୍ୟବହାର କରାବା ପାଇଁ ଦାନ କରିଦେଲେ। ସେହିଭଳି ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।