ମହିଳା ହଷ୍ଟେଲ ପାଇଁ ଦାନ କରିଦେଲେ ବାସଭବନ | Dr. Narayani Panda Donate Residence to College | OR
ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ତଥା ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା। ବିଭିନ୍ନ ସମୟରେ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରୁଥିବା ବେଳେ ଶେଷରେ ସେ ରହୁଥିବା ନିଜର ଭବ୍ୟ ବାସଭବନଟିକୁ ମଧ୍ୟ ଦାନ କରିଦେଇଛନ୍ତି। ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜର ୨ ମହଲା ବିଶିଷ୍ଟ ଘରଟିକୁ ହଷ୍ଟେଲ ଭାବେ ବ୍ୟବହାର କରାବା ପାଇଁ ଦାନ କରିଦେଲେ। ସେହିଭଳି ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
