Advertisment

କଲେଜ ପାଇଁ ଦାନ କରିଦେଲେ ନିଜର ବାସଭବନ

ଡାକ୍ତର ଚାକିରିରୁ ଅବସର ନେବା ପରେ ବି ସେବା ଜାରି ରଖିଛନ୍ତି । ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା ।

ଅଦ୍ୟତନ ହୋଇଛି
Advertisment

ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ତଥା ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା। ବିଭିନ୍ନ ସମୟରେ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରୁଥିବା ବେଳେ ଶେଷରେ ସେ ରହୁଥିବା ନିଜର ଭବ୍ୟ ବାସଭବନଟିକୁ ମଧ୍ୟ ଦାନ କରିଦେଇଛନ୍ତି। ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜର ୨ ମହଲା ବିଶିଷ୍ଟ ଘରଟିକୁ ହଷ୍ଟେଲ ଭାବେ ବ୍ୟବହାର କରାବା ପାଇଁ ଦାନ କରିଦେଲେ। ସେହିଭଳି ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା। 

Advertisment
Odisha Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe