Advertisment

ଦି ମୁଠା ମୁଢ଼ି ଯୋଡ଼ି ଦେଲା ସାତ ବର୍ଷର ସଂପର୍କ

ପୁଅ ଭାବି ସାରିଥିଲା, ବାପା ଆଉ ଏ ଦୁନିଆରେ ନାହାଁନ୍ତି। ତେଣୁ ପରିବାର ଲୋକେ ନିଜ ମନକୁ ବୁଝାଇ ଦେଇଥିଲେ। କିନ୍ତୁ ଭଗବାନ ଡାକ ଶୁଣିଲେ ।

Advertisment

ଦୀର୍ଘ ସାତବର୍ଷ ପରେ ବାପାଙ୍କୁ ଦେଖି ପୁଅ ଆଖିରୁ ଲୁହ ଜକେଇ ଆସୁଛି। ପୁଅ ଭାବି ସାରିଥିଲା, ବାପା ଆଉ ଏ ଦୁନିଆରେ ନାହାଁନ୍ତି। ତେଣୁ ପରିବାର ଲୋକେ ନିଜ ମନକୁ ବୁଝାଇ ଦେଇଥିଲେ। କିନ୍ତୁ ଭଗବାନ ଡାକ ଶୁଣିଲେ, ବାପାଙ୍କୁ ଖୋଜି ପାଇଲା ପୁଅ। ଏସବୁ କେମିତି ହେଲା ? ସାତ ବର୍ଷ ପରେ ବାପାର ଠିକଣା ପୁଅ କେମିତି ପାଇଲା ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe