Advertisment

ନିଜ ଟଙ୍କାରେ ତିଆରି କରିଛନ୍ତି ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର

ସମସ୍ୟା ଅଛି କହି ନିଜ କାର୍ଯ୍ୟରୁ ଦୂରେଇ ଯାଇ ନାହାନ୍ତି। କେମିତି ନିଜ ଦାୟିତ୍ୱ ନିର୍ବାହ କରିବେ, ତା’ର ଉପାୟ ବାହାର କରିଛନ୍ତି।

Advertisment

ତିଆରି ହୋଇପାରିନି ଅଙ୍ଗନବାଡ଼ି କେନ୍ଦ୍ର। ତେଣୁ ଅନ୍ୟମାନଙ୍କ ସହଯୋଗରେ ନିଜ ବାଡ଼ିରେ ଏକ ଅସ୍ଥାୟୀ ଘର କରି ଅଙ୍ଗନବାଡ଼ି କେନ୍ଦ୍ର ଚଲାଇଛନ୍ତି ଅଙ୍ଗନବାଡ଼ି ଦିଦି। ଏହି ଘର ତିଆରି କରିବା ପାଇଁ ନିଜ ହାତରୁ ବି ଅର୍ଥ ଖର୍ଚ୍ଚ କରିଛନ୍ତି ସେ।   

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe