‘ପୁଅରେ ଲକ୍ଷେ ଟଙ୍କା ନେ…ପାଠ ପଢ଼ି ଡାକ୍ତର ହେବୁ’| Odisha Reporter
ସ୍ବପ୍ନ ପୂରଣ ଦିଗରେ ମାଟି ସହ ମାଟି ହେଉଥିବା ଯୁବକଙ୍କୁ ପ୍ରେରଣାର ଗିପ୍ଟ ଦେଲେ ଜଣେ ମା’। ଡାକ୍ତରୀ ପାଠ ପଢି ଆହୁରି ଆଗକୁ ଯାଇ ସମାଜ ସେବା କରିବାକୁ ମନବଳ ଦେଇଛନ୍ତି ଜଣେ ପ୍ରରଣାପ୍ରଦାୟାନି । ଯେଉଁଥି ପାଇଁ ଉଦାସ ମୁହଁରେ ଆଜି ହସ ଫୁଟିଛି। ଆଉ ନିରାଶ ଧମନୀରେ ସାହାସର ଉର୍ଜା ଭରିଥିବା ମା’କୁ ହୃଦୟ ଖୋଲି ଧନ୍ୟବାଦ ଜଣାଇଚାଲିଛନ୍ତି ହେବଲ ପ୍ରଧାନ। ସୂଚନାଯୋଗ୍ୟ ଯେ, ଗତ ୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ପ୍ରଧାନ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
