Advertisment

ଗାଈ ଚରାଳିରୁ ଡାକ୍ତର ହେବାର ସ୍ୱପ୍ନ; ମିଳିଲା ସହାୟତା

ସ୍ବପ୍ନ ପୂରଣ ଦିଗରେ ମାଟି ସହ ମାଟି ହେଉଥିବା ଯୁବକଙ୍କୁ ପ୍ରେରଣାର ଗିପ୍ଟ ଦେଲେ ଜଣେ ମା’।

ଅଦ୍ୟତନ ହୋଇଛି
Advertisment

ସ୍ବପ୍ନ ପୂରଣ ଦିଗରେ ମାଟି ସହ ମାଟି ହେଉଥିବା ଯୁବକଙ୍କୁ ପ୍ରେରଣାର ଗିପ୍ଟ ଦେଲେ ଜଣେ ମା’। ଡାକ୍ତରୀ ପାଠ ପଢି ଆହୁରି ଆଗକୁ ଯାଇ ସମାଜ ସେବା କରିବାକୁ ମନବଳ ଦେଇଛନ୍ତି ଜଣେ ପ୍ରରଣାପ୍ରଦାୟାନି । ଯେଉଁଥି ପାଇଁ ଉଦାସ ମୁହଁରେ ଆଜି ହସ ଫୁଟିଛି। ଆଉ ନିରାଶ ଧମନୀରେ ସାହାସର ଉର୍ଜା ଭରିଥିବା ମା’କୁ ହୃଦୟ ଖୋଲି ଧନ୍ୟବାଦ ଜଣାଇଚାଲିଛନ୍ତି ହେବଲ ପ୍ରଧାନ। ସୂଚନାଯୋଗ୍ୟ ଯେ, ଗତ ୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ପ୍ରଧାନ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kandhamal Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe