Advertisment

'ମୁଖ୍ୟମନ୍ତ୍ରୀ ଆଜ୍ଞା ଆମ ପାଇଁ ଏକ ବ୍ରିଜ କରିଦିଅ'

ଭରା ନଈରେ କେମିତି ପାର ହେଉଛନ୍ତି ଦେଖନ୍ତୁ କୁନି କୁନି ପିଲା, ଗର୍ଭବତୀଙ୍କ ଅବସ୍ଥା ତ ଆହୁରି ଶୋଚନୀୟ ।

ଅଦ୍ୟତନ ହୋଇଛି
Advertisment

ଭରା ନଈରେ କେମିତି ପାର ହେଉଛନ୍ତି ଦେଖନ୍ତୁ କୁନି କୁନି ପିଲା, ଗର୍ଭବତୀଙ୍କ ଅବସ୍ଥା ତ ଆହୁରି ଶୋଚନୀୟ, ଏ ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗରକପୁର ପଞ୍ଚାୟତ କାହ୍ନୁଗୁଡା ଗାଁର । ଶୁଣନ୍ତୁ କଣ କହୁଛି ଏଇ କୁନି ପିଲାଟି ।

Advertisment
Odisha Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe