Advertisment

ବାଜିରେ ଲାଗିଛି ଜୀବନ, ବେଫିକର ପ୍ରଶାସନ !

ଅକାତ କାତ ପାଣି, ଆଉ ଜୀବନକୁ ବାଜିରେ ଲଗାଇ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ।

author-image
Manoj Swain

ଅକାତ କାତ ପାଣି, ଆଉ ଜୀବନକୁ ବାଜିରେ ଲଗାଇ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ। ଏଠି କୌଣସି ବି ପରିସ୍ଥିତିରେ କାହାର କଣ ହେବ, କହିବା ମୁସକିଲ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଲେଞ୍ଜିଗୁଡ଼ାର ଏ ଦୃଶ୍ୟ ବୟାନ କରୁଛି ରାଜ୍ୟ ସରକାରଙ୍କ ଯୋଜନା ଗ୍ରାଉଣ୍ଡରେ କେତେ ଫଳପ୍ରଦ। ଲେଞ୍ଜିଗୁଡ଼ା ସହ ପାଖାପାଖି 12ଟି ପଞ୍ଚାୟତର ଲୋକେ ପ୍ରତ୍ୟକ ଦିନ ଏପରି ଭୟାନକ ସ୍ଥିତିରେ ନଦୀପାର ହୋଇଥାନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Koraput