‘ଦ୍ବାର ନଖୋଲା ହେବା ପର୍ଯ୍ୟନ୍ତ ବସି ରହିବି’ | Odisha Reporter
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ଶ୍ରୀମନ୍ଦିର ୪ ଦ୍ୱାର ମଧ୍ୟରୁ ତୁରନ୍ତ ଗୋଟିଏ ଦ୍ୱାର ନ ଖୋଲିଲେ ପଶ୍ଚିମ ଦ୍ୱାର ସାମ୍ନାରେ ବସି ପ୍ରାର୍ଥନା କରିବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
