‘ଦ୍ବାର ନଖୋଲା ହେବା ପର୍ଯ୍ୟନ୍ତ ବସି ରହିବି’

  • Published: Sunday, 23 July 2023
  • , Updated: 23 July 2023, 05:38 PM IST

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ଶ୍ରୀମନ୍ଦିର ୪ ଦ୍ୱାର ମଧ୍ୟରୁ ତୁରନ୍ତ ଗୋଟିଏ ଦ୍ୱାର ନ ଖୋଲିଲେ ପଶ୍ଚିମ ଦ୍ୱାର ସାମ୍ନାରେ ବସି ପ୍ରାର୍ଥନା କରିବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା ।

Related story