Advertisment

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ସୁଜାତା

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ସୁଜାତା । ଖାଲି ବୋହିଲେନି, ମେଡ଼ିକାଲ୍‌ରେ ଭର୍ତ୍ତି କଲେ ଓ ଡାକ୍ତରଙ୍କୁ ଦେଖାଇଲେ।

Advertisment

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ସୁଜାତା । ଖାଲି ବୋହିଲେନି, ମେଡ଼ିକାଲ୍‌ରେ ଭର୍ତ୍ତି କଲେ ଓ ଡାକ୍ତରଙ୍କୁ ଦେଖାଇଲେ। ଭଦ୍ରକରୁ ଆସିଛି ଏପରି ବିଚଳିତ କରିଲା ଭଳି ଚିତ୍ର। ଯାହା ବୁଦ୍ଧିଜୀବୀଙ୍କ ହୃଦୟକୁ ଦୋହଲାଇ ଦେଇଛି। ଆଉ ସରକାର କରିଥିବା ମାଳମାଳ ଯୋଜନାକୁ କାଠଗଡାକୁ ଟାଣିଛି !

Advertisment
Odisha Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe