ଏ ବୁଢ଼ାବୁଢ଼ୀଙ୍କ ଉପରେ ସରକାରଙ୍କ ନିଘା ନାହିଁ ? | Odisha Reporter
ଯେନତେନ ପ୍ରକାରରେ ପେଟକୁ ଦାନା ଗଣ୍ଡେ ମିଳିଯାଉଛି ସିନା ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ। ଇଏ ବୃଦ୍ଧ ଦମ୍ପତି ହେଲେ ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୌରପୁର ପଞ୍ଚାୟତ ଇଚ୍ଛାପୁରର ନିରଞ୍ଜନ ଜେନା ଓ ପତ୍ନୀ ଦୁଖିନୀ ଜେନା। ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରର ସ୍ଥିତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
