Advertisment

ଏ ବୁଢ଼ାବୁଢ଼ୀଙ୍କ ଉପରେ ସରକାରଙ୍କ ନିଘା ନାହିଁ ?

ଯେନତେନ ପ୍ରକାରରେ ପେଟକୁ ଦାନା ଗଣ୍ଡେ ମିଳିଯାଉଛି ସିନା ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ।

Advertisment

ଯେନତେନ ପ୍ରକାରରେ ପେଟକୁ ଦାନା ଗଣ୍ଡେ ମିଳିଯାଉଛି ସିନା ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ। ଇଏ ବୃଦ୍ଧ ଦମ୍ପତି ହେଲେ ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୌରପୁର ପଞ୍ଚାୟତ ଇଚ୍ଛାପୁରର ନିରଞ୍ଜନ ଜେନା ଓ ପତ୍ନୀ ଦୁଖିନୀ ଜେନା। ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରର ସ୍ଥିତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Advertisment
Jajpur Old Age Odisha Poverty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe