Advertisment

ମାଆର ହାତ ନାହିଁ, କନ୍ଦେଇଦେଲା କୁନି ପୁଅର କଥା

ଗୋଡ ନଥିଲେ ଯିଏ ଦୁନିଆ ବୁଲାଇପାରେ । ଆଖି ନଥିଲେ ଯିଏ, ବ୍ରହ୍ମାଣ୍ଡ ଦେଖାଇପାରେ । ହାତ ନଥିଲେ ଯିଏ କୋଳେଇ ନେଇପାରେ । ସେ କେବଳ ମା'। ଛୋଟ ବକ୍ଷରେ ବୃହତ କଷ୍ଟକୁ ସମ୍ଭାଳି ରଖିବାର ଏକ ମୂର୍ମୟୀ ଗନ୍ତାଘର ।

Advertisment

ଗୋଡ ନଥିଲେ ଯିଏ ଦୁନିଆ ବୁଲାଇପାରେ । ଆଖି ନଥିଲେ ଯିଏ, ବ୍ରହ୍ମାଣ୍ଡ ଦେଖାଇପାରେ । ହାତ ନଥିଲେ ଯିଏ କୋଳେଇ ନେଇପାରେ । ସେ କେବଳ ମା'। ଛୋଟ ବକ୍ଷରେ ବୃହତ କଷ୍ଟକୁ ସମ୍ଭାଳି ରଖିବାର ଏକ ମୂର୍ମୟୀ ଗନ୍ତାଘର । ଅସମ୍ଭାଳ ଯନ୍ତ୍ରଣା ଏବଂ ଅସହ୍ୟ ବେଦନାକୁ ଚାପି ରଖି ସନ୍ତାନ ଆଗରେ ହସିବାର ଅଭିନୟ କରୁଥିବା ଜଣେ ନିଛକ କଳାକାର । ତା ପେଟର ଭୋକ କେବେ ପାଟି କୁହେନି କିମ୍ବା ତା ପିଠିର ଯନ୍ତ୍ରଣା କେବେ ତୁଣ୍ଡ ଖୋଲେନି ।

Advertisment
Mother
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe