ଅବହେଳିତ `ହିର୍ଲି ଡଙ୍ଗରୀ’| Odisha Reporter
ନବରଙ୍ଗପୁର ସହରର ହିର୍ଲି ଡଙ୍ଗରୀ ପାହାଡ଼, ଯେଉଁଠି ପ୍ରଶାସନ ତରଫରୁ ନିର୍ମାଣ ହୋଇଛି ପାର୍କ। ହିର୍ଲି ଡଙ୍ଗରୀ ପାର୍କ ଉପରୁ ଦେଖିଲେ ଏହାର ଚାରି ପାଖରେ ଥିବା ଜଙ୍ଗଲ, ସହର, ଗାଁ ଓ ଜଳଭଣ୍ଡାର ଭଳି ସୌନ୍ଦର୍ଯ୍ୟକୁ ଆପଣ ଉପଭୋଗ କରିପାରିବେ। କିନ୍ତୁ, ରକ୍ଷାଣବେକ୍ଷଣ ଅଭାବରୁ ବଣ ମଲ୍ଲି ଆଜି ବଣରେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
