Advertisment

ଅବହେଳିତ 'ହିର୍ଲି ଡଙ୍ଗରୀ ପାର୍କ’

ହିର୍ଲି ଡଙ୍ଗରୀ ଉପରୁ ଦେଖିଲେ ଏହାର ଚାରି ପାଖରେ ଥିବା ଜଙ୍ଗଲ, ସହର, ଗାଁ ଓ ଜଳଭଣ୍ଡାର ଭଳି ସୌନ୍ଦର୍ଯ୍ୟକୁ ଆପଣ ଉପଭୋଗ କରିପାରିବେ।

Advertisment

ନବରଙ୍ଗପୁର ସହରର ହିର୍ଲି ଡଙ୍ଗରୀ ପାହାଡ଼, ଯେଉଁଠି ପ୍ରଶାସନ ତରଫରୁ ନିର୍ମାଣ ହୋଇଛି ପାର୍କ। ହିର୍ଲି ଡଙ୍ଗରୀ ପାର୍କ ଉପରୁ ଦେଖିଲେ ଏହାର ଚାରି ପାଖରେ ଥିବା ଜଙ୍ଗଲ, ସହର, ଗାଁ ଓ ଜଳଭଣ୍ଡାର ଭଳି ସୌନ୍ଦର୍ଯ୍ୟକୁ ଆପଣ ଉପଭୋଗ କରିପାରିବେ। କିନ୍ତୁ, ରକ୍ଷାଣବେକ୍ଷଣ ଅଭାବରୁ ବଣ ମଲ୍ଲି ଆଜି ବଣରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe