ଦରପୋଡା ହାତରେ ଲୁହ ପୋଛୁଛି ସଜନୀ | Odisha Reporter
ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରୀ ଇଚ୍ଛା । ପାଠ ପଢିବି, ଶିକ୍ଷୟତ୍ରୀ ହେବି । ପରିବାରର ନିଗିଡ଼ା ଲୁହକୁ ପୋଛିବି । ହେଲେ ଆଶାର ଜୁଆର ଆଗରେ ନିରାଶାର ବନ୍ଧ ସବୁ କିଛି ଅଟକାଇ ଦେଇଛି । ଦରପୋଡ଼ା ହାତରେ ପରିବାରକୁ ଗଢିବାକୁ ଚାହୁଁଥିବା ଏହି ଝିଅର ବାଟ ଓଗାଳୁଛି ଅଭାବ । ପରିବାରର ଦାରିଦ୍ର୍ୟତା କାହାକୁ କହିବ, ନିଜର ଅସହାୟତାକୁ କାହା ଆଗରେ ବଖାଣିବ । ଅକ୍ଷମ ଶରୀରରେ ଲୁଚିଥିବା ସେହି ବଡ଼ ଆଶାଟକୁ କାହାକୁ କହିବ ସେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
