Advertisment

ଦରପୋଡା ହାତରେ ଲୁହ ପୋଛୁଛି ସଜନୀ

ଦରପୋଡ଼ା ହାତରେ ପରିବାରକୁ ଗଢିବାକୁ ଚାହୁଁଥିବା ଏହି ଝିଅର ବାଟ ଓଗାଳୁଛି ଅଭାବ ।

Advertisment

ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରୀ ଇଚ୍ଛା । ପାଠ ପଢିବି, ଶିକ୍ଷୟତ୍ରୀ ହେବି । ପରିବାରର ନିଗିଡ଼ା ଲୁହକୁ ପୋଛିବି । ହେଲେ ଆଶାର ଜୁଆର ଆଗରେ ନିରାଶାର ବନ୍ଧ ସବୁ କିଛି ଅଟକାଇ ଦେଇଛି । ଦରପୋଡ଼ା ହାତରେ ପରିବାରକୁ ଗଢିବାକୁ ଚାହୁଁଥିବା ଏହି ଝିଅର ବାଟ ଓଗାଳୁଛି ଅଭାବ । ପରିବାରର ଦାରିଦ୍ର୍ୟତା କାହାକୁ କହିବ, ନିଜର ଅସହାୟତାକୁ କାହା ଆଗରେ ବଖାଣିବ । ଅକ୍ଷମ ଶରୀରରେ ଲୁଚିଥିବା ସେହି ବଡ଼ ଆଶାଟକୁ କାହାକୁ କହିବ ସେ ।

Advertisment
Odisha Poverty Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe