ଏ ମଣିଷ ଆମଠୁ କିଛି ଶିଖ

ଦୃଶ୍ୟଟି ହେଉଛି ନିସ୍ଵାର୍ଥପର ଭଲପାଇବାର ଆଉ ଏକ ଉଦାହରଣ । ନଚେତ ସାପ ଭଳି ବିଷାକ୍ତ ପଶୁକୁ କିଏ ବା ଏମିତି ଗେଲ କରିପାରିବ ।

Manoj Swain
  • Published: Sunday, 06 August 2023
  • Updated: 06 August 2023, 08:15 PM IST

Sports

Latest News

ବେଳେବେଳେ ମଣିଷ ସିନା ସ୍ୱାର୍ଥପର ହୋଇଯାଏ କିନ୍ତୁ ଏମାନେ କେବେ ସ୍ୱାର୍ଥି ହୋଇପାରନ୍ତିନି, ମଣିଷ ମଣିଷ ଭିତରେ ବନ୍ଧୁତାର ଉଦାହରଣ ତ ଆପଣ ବହୁତ ଦେଖିଥିବେ କିନ୍ତୁ ପଶୁ ପଶୁ ଭିତରେ ଏମିତି ବନ୍ଧୁତା ଆପଣ ବହୁତ କମ ଦେଖିଥିବେ ।  ଏ ଦୃଶ୍ୟଟି ହେଉଛି ନିସ୍ଵାର୍ଥପର ଭଲପାଇବାର ଆଉ ଏକ ଉଦାହରଣ । ନଚେତ ସାପ ଭଳି ବିଷାକ୍ତ ପଶୁକୁ କିଏ ବା ଏମିତି ଗେଲ କରିପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos