ଏ ମଣିଷ ଆମଠୁ କିଛି ଶିଖ | Odisha Reporter
Advertisment
ବେଳେବେଳେ ମଣିଷ ସିନା ସ୍ୱାର୍ଥପର ହୋଇଯାଏ କିନ୍ତୁ ଏମାନେ କେବେ ସ୍ୱାର୍ଥି ହୋଇପାରନ୍ତିନି, ମଣିଷ ମଣିଷ ଭିତରେ ବନ୍ଧୁତାର ଉଦାହରଣ ତ ଆପଣ ବହୁତ ଦେଖିଥିବେ କିନ୍ତୁ ପଶୁ ପଶୁ ଭିତରେ ଏମିତି ବନ୍ଧୁତା ଆପଣ ବହୁତ କମ ଦେଖିଥିବେ । ଏ ଦୃଶ୍ୟଟି ହେଉଛି ନିସ୍ଵାର୍ଥପର ଭଲପାଇବାର ଆଉ ଏକ ଉଦାହରଣ । ନଚେତ ସାପ ଭଳି ବିଷାକ୍ତ ପଶୁକୁ କିଏ ବା ଏମିତି ଗେଲ କରିପାରିବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us