ଜର୍ମାନୀ ବୋହୂର ଓଡ଼ିଆଣି ବେଶ | Odisha Reporter
Advertisment
ହାତରେ ମେହେନ୍ଦି ଆଉ ମଥାରେ ସିନ୍ଦୂର ପିନ୍ଧି ସାଜିଯାଇଥିଲେ ଓଡ଼ିଆ ଘରର ବୋହୂ। ବିଦେଶୀ ସଂସ୍କୃତିରେ ବଢ଼ିଥିବା ଝିଅଟି ଖାଣ୍ଟି ଓଡ଼ିଆଣୀ ଭଳି ଚଳୁଛନ୍ତି। ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଜର୍ମାନୀରୁ ଧାଇଁ ଆସି, ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶ୍ରୁତି ବାଧିତ ଶିବାଜୀ ପଣ୍ଡାଙ୍କୁ ବିବାହ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us