Advertisment

‘ଯେଉଁମାନେ ନିହାତି ଗରିବ, ସେମାନଙ୍କୁ କାହିଁକି ମିଳୁନି ଘର?’

ଜିଲ୍ଲାପାଳଙ୍କୁ ଡାକି ଦୃଷ୍ଟି ବାଧିତ ଗରିବ ବୃଦ୍ଧାଙ୍କ ଘର ଦେଖାଇଥିଲେ ରାଜ୍ୟପାଳ।

author-image
Jitendra Garnayak

ପୁଣି ଥରେ ସରକାରୀ ଆବାସର ପୋଲ୍‌ ଖୋଲି ଦେଲେ ରାଜ୍ୟପାଳ ରଘୁବର ଦାସ। ଯେଉଁମାନେ ନିହାତି ଗରିବ, ସେମାନଙ୍କୁ କାହିଁକି ମିଳୁନି ଘର ? ବୋଲି ସମସ୍ତଙ୍କ ସାମ୍ନାରେ ଜିଲ୍ଲାପାଳ ଓ ବିଡିଓଙ୍କୁ ପ୍ରଶ୍ନ କରିଥିଲେ ରାଜ୍ୟପାଳ। 

Advertisment
Governor Of Odisha Governor Raghubar Das