ପୁଣି ଥରେ ସରକାରୀ ଆବାସର ପୋଲ୍ ଖୋଲି ଦେଲେ ରାଜ୍ୟପାଳ ରଘୁବର ଦାସ। ଯେଉଁମାନେ ନିହାତି ଗରିବ, ସେମାନଙ୍କୁ କାହିଁକି ମିଳୁନି ଘର ? ବୋଲି ସମସ୍ତଙ୍କ ସାମ୍ନାରେ ଜିଲ୍ଲାପାଳ ଓ ବିଡିଓଙ୍କୁ ପ୍ରଶ୍ନ କରିଥିଲେ ରାଜ୍ୟପାଳ।