Advertisment

ପ୍ରେମ ବିବାହ କରି ଭୁଲ୍ କରିଦେଲେ କି ?

ପ୍ରେମ କରି ଛୋଟ ଜାତିରେ ବିବାହ କଲେ ସତ କିନ୍ତୁ ଅଧା ରାସ୍ତାରେ ସ୍ବାମୀ ହାତ ଛାଡ଼ି ଦେଲା।

author-image
Manoj Swain

ଏ ଦୁଃଖିନୀ ମାଆ ଦୁଃଖ ଶୁଣିଲେ, ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଯନ୍ତ୍ରଣାର ଜହରକୁ ଅମୃତ ଭଳି ପିଇ ଯାଉଛନ୍ତି। ପ୍ରେମ କରି ଛୋଟ ଜାତିରେ ବିବାହ କଲେ ସତ କିନ୍ତୁ ଅଧା ରାସ୍ତାରେ ସ୍ବାମୀ ହାତ ଛାଡ଼ି ଦେଲେ ଆଉ ସବୁଦିନ ପାଇଁ ବାପଘରର ଦୁଆର ବି ବନ୍ଦ ହୋଇଗଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore