Advertisment

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚର୍ଚ୍ଚାରେ ଡାକ୍ତର ବାବୁ !

ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ର କଳାକାର ପ୍ରଧାନଙ୍କୁ ନେଇ ଏବେ ଚର୍ଚ୍ଚା...

author-image
Manoj Swain

ଦେଶୀ ବଡି ସାଙ୍ଗକୁ ସିକ୍ସ୍ ପ୍ୟାକ୍ ବଡି, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚର୍ଚ୍ଚାରେ ଡାକ୍ତର ବାବୁ ! ଆଦିବାସୀ ଗାଁର ଯୁବକ କଳାକାର ପ୍ରଧାନ ଏବେ ହେବେ ଡାକ୍ତର । କନ୍ଧମାଳ ଦାରିଙ୍ଗବାଡି ବ୍ଲକର ସବେରାଙ୍ଗା ଗାଁରେ ରୁହନ୍ତି ସେ । ନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ଗଢି ତୋଳିବା ସହ ଭଲ ପାଠ ମଧ୍ୟ ପଢନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Doctor Kandhamal