ଚର୍ଚ୍ଚାରେ ଡାକ୍ତରଙ୍କ Six Pack ଶରୀର ! || Tribal Doctor Student || Odisha Reporter
Advertisment
ଦେଶୀ ବଡି ସାଙ୍ଗକୁ ସିକ୍ସ୍ ପ୍ୟାକ୍ ବଡି, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚର୍ଚ୍ଚାରେ ଡାକ୍ତର ବାବୁ ! ଆଦିବାସୀ ଗାଁର ଯୁବକ କଳାକାର ପ୍ରଧାନ ଏବେ ହେବେ ଡାକ୍ତର । କନ୍ଧମାଳ ଦାରିଙ୍ଗବାଡି ବ୍ଲକର ସବେରାଙ୍ଗା ଗାଁରେ ରୁହନ୍ତି ସେ । ନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ଗଢି ତୋଳିବା ସହ ଭଲ ପାଠ ମଧ୍ୟ ପଢନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us