Advertisment

'ରାକ୍ଷୀ ନେଇ ଦିଲ୍ଲୀ ଯାଉଛୁ ମୋଦିଙ୍କ ହାତରେ ବାନ୍ଧିବୁ'

ପ୍ରଧାନମନ୍ତ୍ରୀଙ୍କ ବାସ ଭବନରୁ ଡାକରା ଆସିଛି। କଟକ ଆଠଗଡ ଅଞ୍ଚଳର ଏମାନେ ହେଲେ ପ୍ରତିମା ବେହେରା ଏବଂ ସବିତା ଦାସ। ନିଜ ହାତ ତିଆରି ରାକ୍ଷୀ ନେଇ ଯାଉଛନ୍ତି ଏହି ଦୁଇ ମହିଳା। ଯାହା ପାଟ ବସ୍ତ୍ର, ତୁଳସୀ ମାଳି, ରୁଦ୍ରାକ୍ଷ ରେ ତିଆରି ହୋଇଛି ।

author-image
Manoj Swain

ପ୍ରଧାନମନ୍ତ୍ରୀଙ୍କ ବାସ ଭବନରୁ ଡାକରା ଆସିଛି। କଟକ ଆଠଗଡ ଅଞ୍ଚଳର ଏମାନେ ହେଲେ ପ୍ରତିମା ବେହେରା ଏବଂ ସବିତା ଦାସ। ନିଜ ହାତ ତିଆରି ରାକ୍ଷୀ ନେଇ ଯାଉଛନ୍ତି ଏହି ଦୁଇ ମହିଳା। ଯାହା ପାଟ ବସ୍ତ୍ର, ତୁଳସୀ ମାଳି, ରୁଦ୍ରାକ୍ଷ ରେ ତିଆରି ହୋଇଛି । ସେମାନେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାତ୍ରା କରିଛନ୍ତି । 

Advertisment
Odisha PM Narendra Modi Raksha Bandhan