Advertisment

ହୃଦଘାତ ରୋଗୀଙ୍କୁ ଗୀତା ଡୋଜ

ହୃଦଘାତ ରୋଗୀଙ୍କ ପାଇଁ ସଞ୍ଜୀବନି ପାଲଟିଛି ଗୀତା ଡୋଜ। ଦିନକୁ ଦୁଇ ଥର ଗୀତା ପଢିଲେ, ରୋଗୀ ମାନସିକ ଭାବେ ସୁସ୍ଥ ରହୁଛି ।

author-image
Manoj Swain

ହୃଦଘାତ ରୋଗୀଙ୍କ ପାଇଁ ସଞ୍ଜୀବନି ପାଲଟିଛି ଗୀତା ଡୋଜ। ଦିନକୁ ଦୁଇ ଥର ଗୀତା ପଢିଲେ, ରୋଗୀ ମାନସିକ ଭାବେ ସୁସ୍ଥ ରହୁଛି । ଏବେ ହୃଦଘାତ ରୋଗୀଙ୍କ ବିଚଳିତ ମନକୁ ଶାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏହି ପବିତ୍ର ଗୀତା। 

Advertisment
Uttar Pradesh Heart Disease