ହୃଦଘାତ ରୋଗୀଙ୍କୁ ଗୀତା ଡୋଜ

  • Published: Monday, 11 December 2023
  • , Updated: 11 December 2023, 12:22 PM IST

ହୃଦଘାତ ରୋଗୀଙ୍କ ପାଇଁ ସଞ୍ଜୀବନି ପାଲଟିଛି ଗୀତା ଡୋଜ। ଦିନକୁ ଦୁଇ ଥର ଗୀତା ପଢିଲେ, ରୋଗୀ ମାନସିକ ଭାବେ ସୁସ୍ଥ ରହୁଛି । ଏବେ ହୃଦଘାତ ରୋଗୀଙ୍କ ବିଚଳିତ ମନକୁ ଶାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏହି ପବିତ୍ର ଗୀତା। 

Related story