ପାଣ୍ଡିଆନଙ୍କୁ ଅନୁରୋଧ ଗୀତରେ ଗୀତରେ

ଦୃଷ୍ଟିବାଧିତ ପ୍ରଫୁଲ ଦାସଙ୍କୁ ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ଗୀତ ମାଧ୍ୟମରେ 5T ସଚିବଙ୍କୁ ଗୁହାରି କରିଛନ୍ତି ।

Manoj Swain
  • Published: Monday, 28 August 2023
  • Updated: 28 August 2023, 02:51 PM IST

Sports

Latest News

ପାଣ୍ଡିଆନଙ୍କୁ ଗୀତରେ ଗୀତରେ କଣ ଅନୁରୋଧ କରୁଛନ୍ତି ଯାଜପୁର ରଗଡି ଅଞ୍ଚଳର ଦୃଷ୍ଟିହୀନ ପ୍ରଫୁଲ ଦାସ ଶୁଣନ୍ତୁ । ଦୃଷ୍ଟିବାଧିତ ପ୍ରଫୁଲ ଦାସଙ୍କୁ ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ଗୀତ ମାଧ୍ୟମରେ 5T ସଚିବଙ୍କୁ ଗୁହାରି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos