ଦଶପଲ୍ଲା ଜଙ୍ଗଲରେ ଏ କେଉଁ ଦେଶର ମଣିଷ ? | Odisha Reporter
ଯୁଆଡେ ଦେଖିବ କେବଳ ବଣ- ବୁଦା ଆଉ ଗଛ । ଏମାନେ କେଉଁ ଦେଶର ମଣିଷ ବୋଲି ପ୍ରଶ୍ନ ଉଠୁଛି । କାରଣ ନା ଏମାନଙ୍କର ଆଧାର କାର୍ଡ ଅଛି ନା ରାସନ କାର୍ଡ । ପ୍ରାଥମିକ ପରିଚୟ ଏମାନଙ୍କ ପାଖରେ ନାହିଁ । ସରକାରୀ ଯୋଜନାକୁ ନା ଇଏ ଚିହ୍ନିଛନ୍ତି ନା ଯୋଜନା ୟାଙ୍କୁ ଚିହ୍ନିଛି । ଦଶପଲ୍ଲା ବ୍ଲକ କୁଟିବାରୀ ଜଙ୍ଗଲରେ କାଳାତିପାତ କରୁଥିବା ଏହି ପରିବାର ଜଙ୍ଗଲଜାତ ପଦାର୍ଥ ଖାଇ ଭୋକ ମେଣ୍ଟାଇଥାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
