ଦଶପଲ୍ଲା ଜଙ୍ଗଲରେ ଏ କେଉଁ ଦେଶର ମଣିଷ ?

  • Published: Sunday, 16 July 2023
  • , Updated: 16 July 2023, 03:30 PM IST

ଯୁଆଡେ ଦେଖିବ କେବଳ ବଣ- ବୁଦା ଆଉ ଗଛ । ଏମାନେ କେଉଁ ଦେଶର ମଣିଷ ବୋଲି ପ୍ରଶ୍ନ ଉଠୁଛି । କାରଣ ନା ଏମାନଙ୍କର ଆଧାର କାର୍ଡ ଅଛି ନା ରାସନ କାର୍ଡ । ପ୍ରାଥମିକ ପରିଚୟ ଏମାନଙ୍କ ପାଖରେ ନାହିଁ । ସରକାରୀ ଯୋଜନାକୁ ନା ଇଏ ଚିହ୍ନିଛନ୍ତି ନା ଯୋଜନା ୟାଙ୍କୁ ଚିହ୍ନିଛି । ଦଶପଲ୍ଲା ବ୍ଲକ କୁଟିବାରୀ ଜଙ୍ଗଲରେ କାଳାତିପାତ କରୁଥିବା ଏହି ପରିବାର ଜଙ୍ଗଲଜାତ ପଦାର୍ଥ ଖାଇ ଭୋକ ମେଣ୍ଟାଇଥାନ୍ତି ।

Related story